Meaning : ଝନଝନ୍ ଶବ୍ଦ
Example :
ନୂଆ ବୋହୂର ନୂପୁରର ଝଙ୍କାର ଘରେ ଶୁଣାଯାଉଅଛି
Translation in other languages :
Meaning : ଗୋଟିଏ ଅଭିଲାକ୍ଷଣିକ ବା ସ୍ୱଭାବଗତ ଧ୍ୱନି
Example :
ପ୍ରଭୁପ୍ରେମର ଝଙ୍କାରରେ ମୋର ହୃଦୟ ଝଙ୍କୃତ ହେଉଛି ତାଙ୍କ କଥାରେ ସତ୍ୟର ଝଙ୍କାର ରହିଛି
Translation in other languages :