Meaning : ବୋଧ କରିବା ବା ହେବାର କ୍ଷମତା
Example :
ସମସ୍ତଙ୍କ ବୋଧନ କ୍ଷମତା ଏକାଭଳି ନୁହେଁ
Synonyms : ଅବବୋଧନ, ବୁଝିବାଶକ୍ତି, ବୋଧନ କ୍ଷମତା
Translation in other languages :
बोध करने या होने की क्षमता।
सबकी बोधन क्षमता एक जैसी नहीं होती।Meaning : ଶିକ୍ଷା ଆଦିଦ୍ୱାରା ମିଳୁଥିବା ଜ୍ଞାନ
Example :
ପ୍ରାଚୀନ କାଳରେ କାଶୀକୁ ବିଦ୍ୟାର କେନ୍ଦ୍ର ରୂପେ ବିବେଚନା କରାଯାଉଥିଲା
Translation in other languages :
An ability that has been acquired by training.
accomplishment, acquirement, acquisition, attainment, skillMeaning : କୌଣସି ବିଷୟଆଦି ଠିକ୍ ରୂପେ ବୁଝିପାରିବାର ଶକ୍ତି
Example :
ଏହି ବିଷୟରେ ତାଙ୍କର ଜ୍ଞାନ ଭଲ
Synonyms : ଧାରଣା
Translation in other languages :
Meaning : ଜ୍ଞାନ ଯୁକ୍ତ ଭାବ ବା ଜ୍ଞାନୀ ହେବା ଅବସ୍ଥା
Example :
ଆପଣ ନିଜର ବିଦ୍ବତ୍ତାର ପ୍ରଦର୍ଶନ ଏଠାରେ କରନ୍ତୁ ନାହିଁ ବିଦ୍ବତ୍ତା ବଳରେ ଶଙ୍କରାଚାର୍ଯ୍ୟ ଲୁପ୍ତ ପ୍ରାୟ ହିନ୍ଦୁ ଧର୍ମର ରକ୍ଷା କରିଥିଲେ
Synonyms : ଧୀମତ୍ତା, ପାଣ୍ଡିତ୍ୟ, ବିଜ୍ଞତା, ବିଦଗ୍ଧତା, ବିଦ୍ୱତ୍ତା, ବିଦ୍ବତ୍ତା
Translation in other languages :
Profound scholarly knowledge.
encyclopaedism, encyclopedism, eruditeness, erudition, learnedness, learning, scholarship