Meaning : ଜାହାଜର କର୍ମଚାରୀମାନଙ୍କ ଦରମା ବଣ୍ଟନ କରୁଥିବା ଅଧିକାରୀ ବା ଜାହାଜର କୋଷାଧ୍ୟକ୍ଷ
Example :
ଆଜି ଜାହାଜ କୋଷାଧ୍ୟକ୍ଷ ଛୁଟିରେ ଅଛନ୍ତି
Synonyms : ଜାହାଜ କୋଷାଧ୍ୟକ୍ଷ, ଜାହାଜ ଖାଜାଞ୍ଚି
Translation in other languages :
An officer aboard a ship who keeps accounts and attends to the passengers' welfare.
purser