Meaning : କୌଣସି କାମ, ସ୍ଥିତି ଆଦି ଜାରି ରଖିବା
Example :
ଆମେ ରାତିରେ କାମ ଚାଲୁ ରଖିଲୁ
Synonyms : ଚାଲୁ ରଖିବା
Translation in other languages :
Meaning : ବାଧା ବା ହସ୍ତକ୍ଷେପବିନା ଜାରି ରଖିବା ବା ଚାଲୁରହିବା
Example :
ଏହି କାମକୁ ଚାଲିବାକୁ ଦିଅନ୍ତୁ
Synonyms : ଚଲାଇବା, ଚାଲିବାକୁ ଦେବା, ଚାଲୁରହିବା, ପରିଚାଳିତ କରିବା
Translation in other languages :