Meaning : ପାଣିରେ ଚିନି, ଲୁଣ, ଜିରା ଓ ଲେମ୍ଭୁ ରସ ବା ଖଟା ରସଆଦି ପକାଇ ତିଆରି କରାଯାଉଥିବା ପାନୀୟ
Example :
ଜଳଜୀରା ହଜମକାରକ ଏବଂ ଥଣ୍ଡା ହୋଇଥାଏ
Synonyms : ଜଲଜୀରା
Translation in other languages :
Meaning : କଳା ଲୁଣ, ଚିନି, ଜିରା ତଥା ଖଟା ମିଶ୍ରିତ ଚୂର୍ଣ୍ଣକୁ ପାଣିରେ ଘୋଳି ପ୍ରସ୍ତୁତ କରାଯାଉଥିବା ଏକ ପ୍ରକାର ପାନୀୟ
Example :
ସେ ବଜାରରୁ ଜଳଜୀରା ମଗାଇଲେ
Synonyms : ଜଲଜୀରା
Translation in other languages :