Meaning : ବାଳକର ଜନ୍ମ ସମୟରେ ହେଉଥିବା ସଂସ୍କାର
Example :
ଜାତକ ସଂସ୍କାରରେ ସମ୍ମିଳିତ ହେବା ନିମନ୍ତେ ଗଗନ ଆପଣାର ସବୁ ହିତାକାଂକ୍ଷୀ ମିତ୍ରମାନଙ୍କୁ ନିମନ୍ତ୍ରଣ କରିଛି
Synonyms : ଜାତକ କର୍ମ, ଜାତକ ସଂସ୍କାର
Translation in other languages :
बालक के जन्म के समय होने वाला संस्कार।
जातक संस्कार में सम्मिलित होने के लिए सोहन ने अपने सभी हित-मित्रों को आमंत्रित किया है।