Subscribe
URL of the page has been copied to clipboard.
Meaning : ସେ ସ୍ଥାନ ବା ଦେଶ ଯେଉଁଠାରେ କାହାର ଜନ୍ମ ହୋଇଛି"
Example : ଜନ୍ମଭୂମିର ରକ୍ଷାକରିବା ଆମ ସମସ୍ତଙ୍କର ପରମ କର୍ତ୍ତବ୍ୟ
Synonyms : ଜନ୍ମଭୂମି, ମାତୃଭୂମି
Meaning : ସେହି ସ୍ଥାନ ଯେଉଁଠାରେ କାହାରି ଜନ୍ମ ହୋଇଛି
Example : ଏହି ଫର୍ମରେ ଆପଣ ନିଜର ଜନ୍ମସ୍ଥଳୀର ନାମ ମଧ୍ୟ ପୂରଣ କରନ୍ତୁଅଯୋଧ୍ୟା ରାମଙ୍କ ଜନ୍ମସ୍ଥାନ ଥିଲା
Synonyms : ଜନ୍ମଭୂଇଁ, ଜନ୍ମଭୂମି, ଜନ୍ମସ୍ଥଳୀ
Translation in other languages :हिन्दी English
वह स्थान जहाँ किसी का जन्म हुआ हो।
The place where someone was born.
Install App