Meaning : ଜଣ ସାଧାରଣଙ୍କ ହିତ ଅଥବା ଉପକାରପାଇଁ ସେବାମୂଳକଭାବେ କରାଯାଉଥିବା କାମ
Example :
ମଦର ଟେରେସା ତାଙ୍କ ସାରା ଜୀବନ ମାନବସେବାରେ ବିତେଇଲେ
Synonyms : ମାନବସେବା, ଲୋକସେବା, ସମାଜସେବା
Translation in other languages :
An organized activity to improve the condition of disadvantaged people in society.
social service, welfare workMeaning : ରାଜ୍ୟର ସେବା ବା ଚାକିରୀ ଯାହା ବସ୍ତୁତଃ ଜନସାଧାରଣଙ୍କ ହିତପାଇଁ ହୋଇଥାଏ
Example :
ପୋଲିସ, ନ୍ୟାୟାଧୀଶ ଆଦିଙ୍କୁ ଲୋକସେବାପାଇଁ ନିଯୁକ୍ତ କରାଯାଏ
Synonyms : ମାନବସେବା, ଲୋକସେବା, ସମାଜସେବା
Translation in other languages :
Employment within a government system (especially in the civil service).
public service