Meaning : ଯେଉଁ କାମ କରିବାପାଇଁ କଠିନତାର ମୁକାବିଲା କରିବାକୁ ପଡ଼େ
Example :
ଛୋଟ ପିଲାଙ୍କୁ ପଢ଼ାଇବା କଠିନ କାମ
Synonyms : କଠିନ କାମ, କଠିନ କାର୍ଯ୍ୟ
Translation in other languages :
वह कार्य जिसे करने में कठिनाई का सामना करना पड़े।
छोटे बच्चों को पढ़ाना कठिन काम है।