Meaning : ଚେତା ଫେରେଇ ଆଣିବା
Example :
ହୃଦୟ ଗତି ବନ୍ଦ ହେବାରୁ ବେହୋସ ହୋଇଥିବା ଲୋକର ଛାତି ଉପରେ ସେ ଚାପ ପକେଇ ତାକୁ ଜଗେଇଲେ
Synonyms : ସଚେତ କରିବା
Translation in other languages :
Meaning : ଏଭଳି ସାଧନ ଯେଉଁଥିରେ ଯନ୍ତ୍ରମନ୍ତ୍ରର ପ୍ରଭାବ ଦେଖାଯାଏ
Example :
ଅମାବାସ୍ୟା ରାତିରେ ତାନ୍ତ୍ରିକ ଯନ୍ତ୍ରତନ୍ତ୍ରକୁ ଜାଗୃତ କରେ
Synonyms : ଜାଗୃତ କରିବା, ସାଧନ କରିବା
Translation in other languages :