Meaning : ଯେ ଲମ୍ବା, ଚଉଡ଼ା ବା ଗଠନରେ କମ
Example :
ଦର୍ଜୀ ବ୍ଲାଉଜକୁ ବହୁତ ଛୋଟ କରି ସିଲେଇ କରିଦେଇଛି ଆଜିକାଲି ଲୋକେ ଛୋଟପୋଷାକ ପିନ୍ଧିବାକୁ ପସନ୍ଦ କରୁଛନ୍ତି
Translation in other languages :
Meaning : ମାତ୍ରା, ଆକାର, ବିସ୍ତାରଆଦିରେ ସୀମିତ ବା ଆଉ କାହା ତୁଳନାରେ କମ୍
Example :
ମୋ ଘରଟି ବହୁତ ଛୋଟମୋତେ ପିଲାଟିପାଇଁ ଛୋଟ ଖେଳନାଟିଏ ନେବାକୁ ହେବ
Translation in other languages :