Subscribe
URL of the page has been copied to clipboard.
Meaning : ଛିଦ୍ର ହୋଇନଥିବା
Example : ଅଛିଦ୍ର ପାତ୍ରରେ ଢଙ୍କାହେବାରୁ ଦୀପଟି ଲିଭିଗଲା
Synonyms : ଅକଣା, ଅଛିଦ୍ର, ଅଫୋଡା
Meaning : ଯେଉଁଥିରେ କଣା ନାହିଁ
Example : ବୁନ୍ଦାବୁନ୍ଦା ପାଣି ଗଳିବାପାଇଁ ସେ ଛିଦ୍ରହୀନ ଲୋଟାରେ କଣାକରି ଶିବଲିଙ୍ଗ ଉପରେ ଟାଙ୍ଗିଦେଲେ
Synonyms : ଅକଣା, ଅଛିଦ୍ର, ଅବିନ୍ଧା, ରନ୍ଧ୍ରହୀନ
Translation in other languages :हिन्दी English
जिसमें छिद्र न हो।
Not perforated. Having no opening.
Install App