Meaning : କୌଣସି ଉପରି ସ୍ତର ଉପରେ ତିଆରି ହୋଇଥିବା ବା ପଡ଼ିଥିବା କୌଣସି ଚିହ୍ନ
Example :
ମୋର ଶାଢ଼ୀର ଛିଟ ପସନ୍ଦ ହୋଇନାହିଁ
Synonyms : ଚିତ୍ରିତ ବସ୍ତ୍ର
Translation in other languages :
Meaning : ଏକ ପ୍ରକାରର କପଡ଼ା ଯାହା ଉପରେ ଛିଟ ତିଆରି ହୋଇଥାଏ
Example :
ଶ୍ୟାମ ଛିଟର ଏକ ସାର୍ଟ ସିଲେଇ କରାଇଲା
Synonyms : ଚିତ୍ରିତ ବସ୍ତ୍ର
Translation in other languages :
A fabric with a dyed pattern pressed onto it (usually by engraved rollers).
print