Subscribe
URL of the page has been copied to clipboard.
Meaning : କୋଡ଼ିଏ ଆଉ ଛଅ ମିଶି ହେଉଥିବା ସଂଖ୍ୟା
Example : ତେରର ଦୁଇଗୁଣ ଛବିଶ ହୁଏ
Synonyms : ୨୬
Translation in other languages :हिन्दी English
बीस और छः के योग से प्राप्त अंक।
The cardinal number that is the sum of twenty-five and one.
Meaning : କୌଣସି ଇଂରେଜୀ ମାସର ଷଡବିଂଶତିତମ ଦିନରେ ପଡ଼ୁଥିବା ତାରିଖ
Example : ଛବିଶ ତାରିଖରେ ମୁଁ କଲିକତା ଯାଉଛି
Synonyms : ଛବିଶ ତାରିଖ
Meaning : କୋଡ଼ିଏରେ ଛଅ ମିଶିଲେ ଯେଉଁ ସଂଖ୍ୟା ମିଳେ
Example : ଶ୍ୟାମର ବୟସ ଏବେ ଛବିଶ
बीस और छः।
Being six more than twenty.
Install App