Subscribe
URL of the page has been copied to clipboard.
Meaning : ଆକର୍ଷଣ ଶକ୍ତି
Example : ପୃଥିବୀ ନିଜର ଚୁମ୍ବକତ୍ୱ ଯୋଗୁଁ ଉପରକୁ ଫିଙ୍ଗାଯାଉଥିବା ବସ୍ତୁକୁ ନିଜ ଆଡ଼କୁ ଟାଣିଆଣେ
Synonyms : ଚୁଂବକତ୍ୱ
Translation in other languages :हिन्दी
आकर्षण शक्ति।
Meaning : ଚୁମ୍ବକର ଗୁଣ ବା ଧର୍ମ
Example : ଘୋଡ଼ାର ନାଲରେ ଚୁମ୍ବକତ୍ୱର ଶକ୍ତି ରହିଥାଏ
चुंबक का गुण या भाव।
Install App