Meaning : କୌଣସି କଥା ମନେ ରଖିବାପାଇଁ ଲେଖି ରଖିବା
Example :
ରାନୁ ନିଜ ସାଙ୍ଗର ବିବାହ ତାରିଖ କ୍ୟାଲେଣ୍ଡରରେ ଟିପି ରଖିଲା
Synonyms : ଟିପି ରଖିବା
Translation in other languages :
Meaning : କୌଣସି ବସ୍ତୁ ଆଦି ଉପରେ ଗାର ଆଦିରେ ଚିହ୍ନ କରିବା
Example :
ସେ ଦୋକାନର ପ୍ରତ୍ୟେକ ବସ୍ତୁ ଉପରେ ଚିହ୍ନ କଲା
Synonyms : ଚିହ୍ନ କରିବା, ଦାଗ ଦେବା
Translation in other languages :
किसी वस्तु आदि पर लकीर आदि से निशान बनाना।
उसने दूकान की हर वस्तु पर चिह्न बनाया।