Meaning : ଦର୍ଶକମାନଙ୍କୁ ଦେଖାଇବାପାଇଁ ବହୁତଗୁଡ଼େ ଚିତ୍ର ଲଗାଯାଇଥିବା ସ୍ଥାନ
Example :
ଚିତ୍ରଶାଳାରେ ଯାମିନୀ ରାୟଙ୍କ ଚିତ୍ରଗୁଡ଼ିକର ପ୍ରଦର୍ଶନୀ ହେଉଛି
Translation in other languages :
Meaning : ଯେଉଁ ଶୃଙ୍ଖଳାବଦ୍ଧ କୋଠରୀରେ କଳାକୃତିର ପ୍ରଦର୍ଶନ କରାଯାଏ
Example :
ଚିତ୍ରଶାଳାରେ ଅନେକ ଚିତ୍ର ପ୍ରଦର୍ଶିତ ହୋଇଛି
Synonyms : ଆର୍ଟ୍ ଗ୍ୟାଲେରୀ
Translation in other languages :
वह स्थान, कमरा या शृंखलावद्ध कमरे जहाँ कलाकारी का प्रदर्शन किया जाता है।
कला वीथी में बहुत सारे चित्र प्रदर्शित हैं।