Meaning : କର୍କଶ ବା ତୀକ୍ଷ୍ଣ ଶବ୍ଦରେ ଚିତ୍କାର କରିବା
Example :
ପିଲାଟି ବହୁତ ରଡ଼ି ଛାଡ଼ୁଛି
Synonyms : ବୋବାଳିବା, ରଡ଼ି ଛାଡ଼ିବା, ହେଙ୍କାଉଠାଇବା
Translation in other languages :
Meaning : କୌଣସି ଉତ୍ସବ ଆଦି ପାଟିତୁଣ୍ଡ ସହିତ ପାଳନ କରିବା
Example :
କାଲିରାତିରେ ସମାରୋହରେ ଆମଲୋକମାନେ ବହୁତ ହୋ ହଲ୍ଲା କଲେ
Synonyms : ଉତ୍ପାତ କରିବା, କୋଳାହଳ କରିବା, ଘୋ-ଘା କରିବା, ପାଟିତୁଣ୍ଡ କରିବା, ହୁରି ପକାଇବା, ହୋ ହଲ୍ଲା କରିବା
Translation in other languages :
* कोई उत्सव आदि शोरगुल के साथ मनाना।
कल रात समारोह में हम लोगों ने बहुत हुड़दंग मचाया।Meaning : ଯୋରରେ କହିବା
Example :
ଏତେ ଯୋରରେ କାହିଁକି ଚିଲ୍ଲାଉଛ, ମୁଁ କାଲ ନୁହେଁ
Synonyms : ଗର୍ଜନ କରିବା, ଚିଲ୍ଲାଇବା, ରଡ଼ି କରିବା
Translation in other languages :