Meaning : ଚାଲୁହେବା ବା ରହିବାର ପ୍ରକ୍ରିୟା, ଅବସ୍ଥା ବା ଭାବ
Example :
କିଛି ସମୟ ପର୍ଯ୍ୟନ୍ତ ଚାଲିବା ପରେ ଯନ୍ତ୍ରଟି ନିଜକୁ ନିଜେ ବନ୍ଦ ହୋଇଗଲା
Translation in other languages :
Meaning : ପ୍ରବାହିତ ହେବା
Example :
ନଦୀରେ ଡଙ୍ଗା ଚାଲୁଛି
Translation in other languages :
Meaning : ଗତି ହେବା
Example :
ଗାଁରେ ଏବେ ରାମାୟଣ ପାଠ ଚାଲୁଛି
Synonyms : ଚାଲୁରହିବା
Translation in other languages :
Meaning : କୌଣସି କାର୍ଯ୍ୟରେ ଅଗ୍ରସର ହେବା
Example :
ଆମକୁ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବାକୁ ହେବ
Synonyms : ଆଗକୁ ବଢିବା
Translation in other languages :
Meaning : ଆଚରଣ କିମ୍ବା ବ୍ୟବହାରରେ ହେବା ବା ଆସିବା ବା ପ୍ରୟୋଗ କଲେ ଆଶାନୁରୂପ କାମ କରିବା
Example :
ମୋର ଦଶ ବର୍ଷର ପୁରୁଣା କାର ଆଜି ମଧ୍ୟ ଚାଲୁଅଛି
Synonyms : ଉପଯୋଗରେ ଆସିବା, କାମ କରିବା
Translation in other languages :
आचरण या व्यवहार में होना या आना या प्रयोग करने पर आशानुरूप काम करना।
मेरी दस साल पुरानी कार आज भी चल रही है।Meaning : ସମ୍ବନ୍ଧ, ବ୍ୟବହାର ଆଦି ଠିକ୍ ଭାବରେ ଚାଲିବା
Example :
ଦେଖ, ମିଥ୍ୟା ଆଧାରରେ ନିର୍ମିତ ସମ୍ବନ୍ଧ କେତେଦିନ ଚାଲିବ
Synonyms : ନିର୍ବାହିତ ହେବା
Translation in other languages :
Meaning : ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯିବା
Example :
ପିଲାଟି ଢଳି ଢଳି ଚାଲୁଛି
Translation in other languages :
Meaning : କୌଣସି ବସ୍ତୁ ଆଦିର ପ୍ରଚଳନରେ ଆସିବା
Example :
ତୁଗଲକ ସମୟରେ ତାଙ୍କ ନାମରେ ମୁଦ୍ରା ପ୍ରଚଳିତ ହୋଇଥିଲା
Synonyms : ପ୍ରଚଳିତ ହେବା
Translation in other languages :
किसी वस्तु आदि का प्रचलन में आना।
तुगलक के समय में उसके नाम के सिक्के चले।Meaning : ଶୀଘ୍ର ଖରାପ ବା ନଷ୍ଟ ନ ହେବା ବା କାମରେ ଆସିବା
Example :
ଭଲ କମ୍ପାନୀଗୁଡ଼ିକର ଉତ୍ପାଦ ବହୁତ ଦିନ ପର୍ଯ୍ୟନ୍ତ ତିଷ୍ଠିରହେ
Synonyms : ତିଷ୍ଠି ରହିବା, ରହିବା
Translation in other languages :
Meaning : ଏକ ବିଶେଷ ବିନ୍ଦୁ ପରେ ବା ଦୁଇଟି ବିନ୍ଦୁ ପର୍ଯ୍ୟନ୍ତ ବିସ୍ତାରିତ ହେବା, ଯିବା ବା ବିସ୍ତୃତ ହେବା
Example :
ତା ବୁଦ୍ଧି ବେଶୀଦୂର ପର୍ଯ୍ୟନ୍ତ ଯାଏନାହିଁ
Synonyms : ଗମନ କରିବା, ଦୌଡିବା, ବିସ୍ତାରିତ ହେବା, ବିସ୍ତୃତ ହେବା, ଯିବା
Translation in other languages :
Meaning : ଲାଠି ଆଦିର ପ୍ରୟୋଗ ବା ପ୍ରହାର ହେବା
Example :
ଆଜି ରାଉତ ବସ୍ତିରେ ଲାଠି ଚାଲିଲା
Translation in other languages :