Subscribe
URL of the page has been copied to clipboard.
Meaning : ଯେଉଁ ଛୋଟ ଗଛକୁ ଗୋଟିଏ ସ୍ଥାନରୁ ଉପାଡ଼ି ଅନ୍ୟ ସ୍ଥାନରେ ଲଗାଯାଏ
Example : ସେ ଖେତରେ ଧାନ ତଳି ରୋଉଛନ୍ତି
Synonyms : ତଳି
Translation in other languages :हिन्दी English
वह छोटा पौधा जो एक जगह से हटाकर दूसरी जगह लगाया जाता है।
Young plant or tree grown from a seed.
Meaning : ପଶୁପକ୍ଷୀମାନଙ୍କୁ ଦିଆଯାଉଥିବା ଖାଦ୍ୟ ବସ୍ତୁ
Example : ସେ କୁକୁଡ଼ାମାନଙ୍କୁ ଖାଦ୍ୟ ଦେଉଛନ୍ତି କୃଷକ ବଳଦମାନଙ୍କପାଇଁ ଚାରା ଆଣିବାପାଇଁ ଗଲେ
Synonyms : ଖାଦ୍ୟ
पशु-पक्षियों को दी जाने वाली खाद्य वस्तु।
Food for domestic livestock.
Meaning : ଶିକାର ସମୟରେ ଶିକାରକୁ ଲୋଭାନ୍ୱିତ କରିବା ପାଇଁ ତା ଆଖପାଖରେ ବିଚ୍ଛାଯାଇଥିବା ଥୋପ
Example : ଶିକାରୀ ଥୋପ ପକାଇବା ପରେ ଗଛ ପଛରେ ଲୁଚିଗଲା
Synonyms : ଥୋପ
Translation in other languages :हिन्दी
आखेट के समय शिकार को लुभाने के लिए उसके आस-पास डाला जाने वाला चारा।
Install App