Meaning : ଭୋଜନ କରିବା ସମୟ ବା ଭୋଜନ ସମାପ୍ତ ପରେ ମଧ୍ୟ ଆଉ କିଛି ଖାଇପାରିବା
Example :
ମୁଁ ତ ଖାଇସାରିଛି ତଥାପି ମିଠା ଚଳିବମୋ ପେଟ ପୂରି ଗଲାଣି ଏବେ ଆଉ କିଛି ବି ଚଳିବନି
Translation in other languages :
खाना खाते समय या खाने के बाद भी कुछ और खा सकना।
वैसे तो मैं खा के आया हूँ फिर भी मिठाई चलेगी।