Subscribe
URL of the page has been copied to clipboard.
Meaning : ଚମଡ଼ା ମାଠିଆରେ ପାଣି ବାହାରକରି ଜଳସେଚନ କରୁଥିବା ବ୍ୟକ୍ତି
Example : ଚମଡ଼ା ମାଠିଆରେ ପାଣି ବାହାରକରୁଥିବା ବ୍ୟକ୍ତି ଜମିରେ ପାଣିମଡ଼ାଇବାପାଇଁ କୂଅ ଉପରେ ଚମଡ଼ା ମାଠିଆ ଚଲାଉଛି
Synonyms : ଚରସୀ
Translation in other languages :हिन्दी
चरस से पानी निकालकर सिंचाई करनेवाला व्यक्ति।
Install App