Meaning : ଯେଉଁ ଋତୁ ବା ମାସରେ ବର୍ଷା ହୁଏ
Example :
କେବେ କେବେ ବର୍ଷାକାଳରେ ଏତେ ବର୍ଷା ହୁଏ ଯେ କେତେକ କ୍ଷେତ୍ରରେ ବନ୍ୟା ଆସିଯାଏ
Synonyms : ଜଳଦ କାଳ, ପ୍ରାବୃଟ କାଳ, ବର୍ଷା ଋତୁ, ବର୍ଷାକାଳ
Translation in other languages :
Rainy season in southern Asia when the southwestern monsoon blows, bringing heavy rains.
monsoonMeaning : ଆଷାଢ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ଶୁକ୍ଳ ଏକାଦଶୀ ପର୍ଯ୍ୟନ୍ତ ଚାରି ମାସ ସମୟ
Example :
ଚତୁର୍ମାସ୍ୟାରେ ଲୋକେ ଧାର୍ମିକ ବ୍ରତ ପାଳନ କରନ୍ତି
Synonyms : ଚାତୁର୍ମାସ୍ୟା