Meaning : ଖାଦ୍ୟବସ୍ତୁ ସହିତ ଚାଟି ଖିଆହେଉଥିବା ଓଦାଳିଆ ରାଗମିଶା ଜିନିଷ ଯାହାକୁ ବାଟି ବା କୁଟିକରି ତିଆରି କରାଯାଇଥାଏ
Example :
ମାଆ ଆଜି ଆମ୍ବ ଚଟଣି ତିଆରି କରୁଛନ୍ତି
Translation in other languages :
खाद्य वस्तु के साथ चाटने की गीली चटपटी वस्तु जो पीसकर, मसलकर या कूचकर बनाई जाती है।
माँ आज आम की चटनी बना रही है।Meaning : ଚପିଯାଇ ସମ୍ପୂର୍ଣ୍ଣରୂପେ ବିକୃତ ହୋଇଯିବାର ଅବସ୍ଥା
Example :
ଲଢ଼େଇରେ ପତଳା ମୁଷ୍ଠିଯୋଦ୍ଧା ମୋଟା ମୁଷ୍ଠିଯୋଦ୍ଧାକୁ ମାରିମାରି ଚଟଣି କରିଦେଲା
Translation in other languages :