Subscribe
URL of the page has been copied to clipboard.
Meaning : ବହୁତ କଷ୍ଟ ସହିବା
Example : ସେ ଅଭାବରେ ଘାଣ୍ଟିହେଉଛି
Synonyms : ହଇରାଣ ହେବ
Translation in other languages :हिन्दी English
बहुत कष्ट सहना।
Undergo or suffer.
Meaning : ହୀନ ଅବସ୍ଥାରେ ପଡ଼ି ରହିବା
Example : ଗରିବଙ୍କ ଧନ ହଡ଼ପ କରିଥିବା ଲାଲା ବୁଢ଼ାଦିନେ ଘାଣ୍ଟିହେଲା
Synonyms : କଷ୍ଟଭୋଗିବା
Translation in other languages :हिन्दी
हीन अवस्था में पड़े रहना।
Install App