Meaning : ଯାହା ମୂଳ ବା ପ୍ରାଥମିକ ସହ ନିର୍ଭରଶୀଳ ବା ତା ସହିତ ସମ୍ବନ୍ଧିତ
Example :
ଗୌଣ ସଂକ୍ରମଣ ମଧ୍ୟ ଜୀବନ ନେଇପାରେ
Synonyms : ଅପ୍ରଧାନ
Translation in other languages :
Meaning : ଯାହା ବାକ୍ୟ ରଚନା ଦୃଷ୍ଟିରୁ ଅପୂର୍ଣ୍ଣ
Example :
ଯୌଗିକ ବାକ୍ୟରେ ଗୋଟିଏ ବା କେତେକ ଗୌଣ ଖଣ୍ଡବାକ୍ୟ ରହିଥାଏ
Synonyms : ଅପ୍ରଧାନ
Translation in other languages :
(of a clause) unable to stand alone syntactically as a complete sentence.
A subordinate (or dependent) clause functions as a noun or adjective or adverb within a sentence.