Subscribe
URL of the page has been copied to clipboard.
Meaning : ପ୍ରତି ରଙ୍ଗରେ ତାସର ଯେଉଁ ପତା ଗୋଟିଏ ଲେଖାଏଁ ଥାଏ
Example : ଶେଷରେ ସେ ରଙ୍ଗର ଗୁଲାମ ଖେଳି ଟୀକାକୁ କାଟିଲା
Synonyms : ଗୁଲାମ
Translation in other languages :हिन्दी English
ताश का एक पत्ता जो हर रंग में एक-एक होता है।
One of four face cards in a deck bearing a picture of a young prince.
Meaning : ଯିଏ ଅନ୍ୟର ଅଧୀନରେ ଅଛି
Example : ପରାଧୀନ ବ୍ୟକ୍ତି ପିଞ୍ଜରାରେ ବନ୍ଦୀହେଇଥିବା ଶୁଆ ପରି ପରାଧୀନର ସ୍ୱପ୍ନରେ ବି ସୁଖ ନାହିଁ
Synonyms : ଅଧୀନ, ଅନ୍ୟ-ଅଧୀନ, ପରାଧୀନ
जो दूसरे के अधीन हो।
Hampered and not free. Not able to act at will.
Install App