Subscribe
URL of the page has been copied to clipboard.
Meaning : ଯେଉଁ ଥଳିରେ ହାତ ପୂରାଇ ମାଳା ଜପା ଯାଏ
Example : ଶ୍ରୀମତୀ ରାଓ ସବୁଦିନେ ସକାଳେ ଗୋମୁଖୀ ନେଇ ଭ୍ରମଣରେ ଯାଆନ୍ତି
Synonyms : ଜପଥଳି
Translation in other languages :हिन्दी
एक प्रकार की थैली जिसमें हाथ डालकर माला फेरते हैं।
Meaning : ଗଙ୍ଗୋତ୍ରୀରେ ଗାଈମୁହଁ ପରି ଦିଶୁଥିବା ସ୍ଥାନ ଯେଉଁଠାରୁ ଗଙ୍ଗାର ସୃଷ୍ଟି ହୋଇଛି
Example : ଗଙ୍ଗାର ଧାରା ସବୁବେଳେ ଗୋମୁଖୀରୁ ପ୍ରବାହିତ ହେଉଛି
Synonyms : ଗୋମୁଖ
गंगोत्री में गाय के मुख के समान वह स्थान जिसमें से गंगा का उद्गम होता है।
Install App