Meaning : ଯାହାଙ୍କ ନାଁରୁ କୌଣସି ଗୋତ୍ରର ଉତ୍ପତ୍ତି ହୋଇଛି
Example :
ବୈମ୍ୟ ଜଣେ ଗୋତ୍ରକାର ଋଷି ଥିଲେ
Synonyms : ଗୋତ୍ର ପ୍ରବର୍ତ୍ତକ, ଗୋତ୍ରକାର
Translation in other languages :
जिसके नाम से किसी गोत्र की उत्पत्ति हुई हो।
वैम्य एक गोत्रकार ऋषि थे।