Subscribe
URL of the page has been copied to clipboard.
Meaning : ଧୂମପାନ ରୂପେ ବ୍ୟବହାର କରାଯାଉଥିବା ଧୂଆଁପତ୍ର ଓ ଗୁଡ଼ର ଏକ ମିଶ୍ରଣ
Example : ମନୋହର ଗୁଡ଼ାକୁ ଘଷୁଛି
Synonyms : ଗୁଡ଼ାଖୁ
Translation in other languages :हिन्दी
तंबाकू और गुड़ का मिश्रण जिसका उपयोग धूम्रपान के रूप में किया जाता है।
Meaning : ତମାଖୁ ଓ ଶୀରାଗୁଡ଼ (ଚିନି ବିଶୋଧନ ହେବା ସମୟରେ ପ୍ରାପ୍ତ କଳାଗୁଡ଼ଭଳି ମିଠା ଓ ଅଠାଳିଆ ପଦାର୍ଥ) କୁ ମିଶାଇ ପ୍ରସ୍ତୁତ ହେଉଥିବା ଏକ ମାଦକ ଦ୍ରବ୍ୟ
Example : କେତେକ ଲୋକ ଦାନ୍ତ ଓ ଦାନ୍ତମାଢ଼ିରେ ଗୁଡ଼ାକୁ ଘଷନ୍ତି
तंबाकू और शीरे (शक्कर शोधन करते समय प्राप्त काले गुड़ की तरह मीठा और लसलसा पदार्थ ) को मिलाकर बनाया गया एक मादक पदार्थ।
Install App