Meaning : ଜମି ବା ପହାଡ଼ ତଳେ ବା ଭିତରେ ବିସ୍ତୃତ ଓ ଖାଲି ଜାଗା ଯେଉଁଠାରେ ପ୍ରାୟ ପଶୁମାନେ ରହନ୍ତି
Example :
ବାଘ ଗୁମ୍ଫାରେ ରହେ
Synonyms : କନ୍ଦର, କନ୍ଦରା, ଖୋଲ, ଗହ୍ୱର, ଗୁହା
Translation in other languages :
A geological formation consisting of an underground enclosure with access from the surface of the ground or from the sea.
caveMeaning : ତିବ୍ବତୀୟ ବୌଦ୍ଧ ସମାଜର ଏକ ନୃତ୍ୟ
Example :
ସିକ୍କିମର ଗୋଟିଏ ଜାଗାରେ ମୁଁ ଗୁମ୍ଫାନୃତ୍ୟ ଉପଭୋଗ କଲି
Synonyms : ଗୁମ୍ଫାନୃତ୍ୟ
Translation in other languages :
Taking a series of rhythmical steps (and movements) in time to music.
dance, dancing, saltation, terpsichore