Meaning : ଯେଉଁ ଅଙ୍କ ସହିତ ଗୁଣନ କରାଯାଏ ବା ଯାହାକୁ ଗୁଣନ କରା ଯାଇଛି
Example :
ଯଦି ଗୁଣ୍ୟ ପଚାଶ ଏବଂ ଗୁଣକ ପାଞ୍ଚ ହୁଏ ତେବେ ଗୁଣଫଳ କେତେ ହେବ?
Translation in other languages :
The number that is multiplied by the multiplier.
multiplicandMeaning : ସେହି ସଂଖ୍ୟା ଯାହାସହିତ ଗୁଣକକୁ ଗୁଣାଯାଇଥାଏ
Example :
ଏହି ପ୍ରଶ୍ନରେ ଗୁଣ୍ୟ ବତିଶ
Synonyms : ଗୁଣିତ ଅଙ୍କ
Translation in other languages :
The number that is multiplied by the multiplier.
multiplicand