Meaning : ଗୁଣୀ ଗାରେଡି କରୁଥିବା ତଥା ବିଷ ନାଶକ ଔଷଧ ବିକ୍ରି କରୁଥିବା ଲୋକ
Example :
ମୁଁ କୌଣସି ଗୁଣିଆର ଫାନ୍ଦରେ ପଡିବାର ଲୋକ ନୁହେଁ
Translation in other languages :
जादू-टोना करने वाला तथा विष नाशक औषधियाँ बेचने वाला व्यक्ति।
मैं किसी गारुड़िक के चक्कर में नहीं पड़ने वाली हूँ।Meaning : ଯେ କୁହୁକ ବା ଯାଦୁ କରନ୍ତି
Example :
ଗାଁରେ ଆଜି ବି ଲୋକେ ଗୁଣିଆମାନଙ୍କ ପ୍ରତି ସାବଧାନ ରହନ୍ତି
Translation in other languages :
One who practices magic or sorcery.
magician, necromancer, sorcerer, thaumaturge, thaumaturgist, wizardMeaning : ମନ୍ତ୍ରଦ୍ୱାରା ସାପର ବିଷ ଝାଡ଼ିବାବାଲା
Example :
ଗାରୁଡ଼ି ବାରଂବାର ମନ୍ତ୍ର ପଢ଼ି ସାପ କାମୁଡ଼ା ବ୍ୟକ୍ତିକୁ ଫୁଙ୍କୁଥିଲା
Synonyms : ଗାରୁଡ଼ି
Translation in other languages :