Meaning : ଭାରତର ଏକ ଦକ୍ଷିଣ- ପଶ୍ଚିମୀ ରାଜ୍ୟ
Example :
ଗୁଜୁରାଟରେ ହୋଇଥିବା ଭୂକମ୍ପରେ ହଜାର ହଜାର ଲୋକ ମୃତ୍ୟୁବରଣ କଲେ ଗୁଜୁରାଟରେ ଗୁଜୁରାଟୀ ଭାଷା କୁହାଯାଏ
Synonyms : ଗୁର୍ଜର ପ୍ରଦେଶ
Translation in other languages :
भारत का एक दक्षिण-पश्चिमी राज्य।
गुजरात में आये भूकंप में हजारों लोग मारे गए।