Subscribe
URL of the page has been copied to clipboard.
Meaning : ଭାଙ୍ଗ ଭଳି ଏକ ଛୋଟ ଗଛ ଯାହାର କଲିକୁ ନିଶା ହେବା ପାଇଁ ଧୂଆଁ କରି ଟଣାଯାଏ
Example : ସେ ନିଜ ଖେତରେ ଗଞ୍ଜେଇ ଲଗେଇଛି
Translation in other languages :हिन्दी
भाँग की तरह का एक पौधा जिसकी कलियों का धुआँ नशे के लिए पीते हैं।
Meaning : ଏକ ଛୋଟ ଗଛର କଲି, ପତ୍ରଆଦି ଯାହା ନିଶା ନିମନ୍ତେ ଚିଲମଦ୍ୱାରା ଟଣାଯାଏ
Example : ଗଞ୍ଜେଇ ଟାଣିବା ସ୍ୱାସ୍ଥ୍ୟ ନିମନ୍ତେ କ୍ଷତିକାରକ ହୋଇଥାଏ
एक पौधे की कली, पत्ता आदि जो नशे के लिए चीलम के द्वारा पिया जाता है।
Install App