Meaning : ଏକ ସମୟରେ ଭୋଜନ ଓ ପେୟ ଆଦି ନେବାର ପରିମାଣ
Example :
ପ୍ରତ୍ୟେକ ବ୍ୟକ୍ତିଙ୍କର ଖାଦ୍ୟଗ୍ରହଣ ପରିମାଣ ଅଲଗା ଅଲଗା
Synonyms : ଆହାରଗ୍ରହଣ ପରିମାଣ, ଆହାରଗ୍ରହଣ ମାତ୍ରା, ଖାଦ୍ୟଗ୍ରହଣ ମାତ୍ରା
Translation in other languages :
एक समय में भोजन, पेय आदि लेने की मात्रा।
हर व्यक्ति की ख़ुराक अलग-अलग होती है।