Meaning : ମିଶି ଯାଇଥିବା ବା ଜଡ଼ିଯାଇଥିବା ବା ଲାଗି ଯାଇଥିବା ଜିନିଷ୍ଆଦିର ଅଲଗା ହେବା
Example :
କମିଜର ବୋତାମ ବାହାରି ଯାଇଛି ବହିର ପତ୍ର ବାହାରି ପଡ଼ିଛି ଯୋଡ଼େଇ କାରଣରୁ କାନ୍ଥର ସିମେଣ୍ଟ ଖସି ଯାଇଛି
Synonyms : ଉଖାଡ଼ି ଯିବା, ପୃଥକ ହେବା, ବାହାରି ଯିବା
Translation in other languages :
Meaning : ଚୁପ୍ହୋଇ ଚାଲିଯିବା
Example :
ସେ ମୋ ପଇସା ନେଇ ଖସିଗଲା
Translation in other languages :
Meaning : ଚିକ୍କଣ ହେବା କାରଣରୁ କୌଣସି ବସ୍ତୁ ନିଜ ସ୍ଥାନରେ ରହି ନପାରିବା
Example :
ରାସ୍ତାରେ ଚାଲିବା ସମୟରେ ମୋ ଗୋଡ଼ ଖସିଗଲା ଓ ମୁଁ ପଡ଼ିଗଲି
Synonyms : ଖସରି ପଡ଼ିବା, ପଡ଼ିଯିବା
Translation in other languages :
Meaning : ପାସ୍ କରିବା
Example :
ମୁଁ ତିନିଟା ପେପରରେ ତ ଖସିଯିବି, କିନ୍ତୁ ଚତୁର୍ଥଟା ବିଷୟରେ କିଛି କହିପାରୁନି
Synonyms : ଉତ୍ତୀର୍ଣ୍ଣହେବା, ପାସ୍ କରିବା
Translation in other languages :