Meaning : ଖରାପ ବିଚାର
Example :
ଅନିଷ୍ଟ ଚିନ୍ତନରୁ ରକ୍ଷା ପାଇବାର ଏକମାତ୍ର ଉପାୟ ଯେ ତାର ବିପରୀତ ଭାବନା ଆରମ୍ଭ କରିଦିଅ
Synonyms : ଅନିଷ୍ଟ ଚିନ୍ତନ
Translation in other languages :
बुरा विचार।
अपध्यान से बचने का एकमात्र उपाय है कि उसके विपरीत सोचना शुरू कर दें।