Meaning : କୌଣସି ବସ୍ତୁସହିତ ମାଡ଼ହେବା, ପଡ଼ିବା, ଖସଡ଼ିପଡ଼ିବା ଆଦିଦ୍ୱାରା ଦେହରେ ହେଉଥିବା ଚିହ୍ନ
Example :
ମାଆ ଘାଆ ଉପରେ ମଲମ ଲଗାଉଛନ୍ତି
Synonyms : ଘାଆ
Translation in other languages :
Meaning : ଆଞ୍ଚୁଡ଼ି ହୋଇଯାଇଥିବା ଯୋଗୁଁ ଚିହ୍ନ
Example :
ସେ ଆଞ୍ଚୁଡ଼ା ସ୍ଥାନରେ ମଲମ ଲଗାଉଛି
Synonyms : ଆଞ୍ଚୁଡ଼ା
Translation in other languages :