Meaning : ଯେଉଁ ଛୋଟ ପିଲା ବର୍ତ୍ତମାନ ନିଜ ମା କ୍ଷୀର ପିଇ ବଞ୍ଚୁଛି
Example :
ଶୀଲା ତା କ୍ଷୀରଖିଆ ଛୁଆକୁ କାନ୍ଦିବା ଅବସ୍ଥାରେ ଛାଡିଦେଇଛି
Synonyms : ଦୁଧପିଆ ପିଲା
Translation in other languages :
वह छोटा बच्चा जो अभी अपनी माँ का दूध पीकर रहता हो।
शीला अपने दूधपीते को रोता हुआ छोड़ दी है।