Meaning : ଯେ କୌମାର୍ଯ୍ୟଯୁକ୍ତ ବା ଯାହାର କୌମାର୍ଯ୍ୟ ଭଙ୍ଗ ହୋଇନାହିଁ
Example :
ସ୍ୱାମୀ ବିବେକାନନ୍ଦ ଜଣେ କୌମାର୍ଯ୍ୟଯୁକ୍ତ ପୁରୁଷ ଥିଲେ
Translation in other languages :
जो कौमार्य से युक्त हो या जिसका कौमार्य भंग न हुआ हो।
स्वामी विवेकानन्द एक कौमार्ययुक्त पुरुष थे।