Meaning : ଯେଉଁ କୋଷରେ ବର୍ଣ୍ଣମାଳା କ୍ରମରେ ବହୁତ ଶବ୍ଦର ଅର୍ଥ ତଥା ଅନ୍ୟାନ ସୂଚନା ସହିତ ଦିଆଯାଇଥାଏ
Example :
ଆଜି ମଧ୍ୟ ଭଲ ଓଡ଼ିଆ ଶବ୍ଦକୋଷର ଅଭାବ ରହିଛି
Translation in other languages :
A reference book containing an alphabetical list of words with information about them.
dictionary, lexiconMeaning : ସଞ୍ଚିତ ଧନ, ଜ୍ଞାନଆଦି
Example :
କୋଷକୁ ଉଚିତ ଜାଗାରେ ଖର୍ଚ୍ଚ କରିବା ଉଚିତ୍ ଦାଦା ଜଣେ ଚଲା ବୁଲା କୋଷ
Synonyms : ନିଧି
Translation in other languages :
Meaning : ଉତ୍କୃଷ୍ଟ ବା ବହୁମୂଲ୍ୟ ବସ୍ତୁଗୁଡ଼ିକର ସଂଗ୍ରହ
Example :
ତା ପାଖରେ ପୁରୁଣା ଗହଣା, ମୁଦ୍ରା ଆଦିର ଭଣ୍ଡାର ରହିଛି
Synonyms : ଭଣ୍ଡାର
Translation in other languages :
Meaning : ଶରୀର ରଚନାର ଏକ ଭାଗ ଯାହା ସମାନ କାର୍ଯ୍ୟ ଏବଂ ସଂରଚନାତ୍ମକ କୋଷିକାମାନଙ୍କ ସହିତ ମିଳି ତିଆରି ହୋଇଥାଏ
Example :
ମାନବ ଶରୀରରେ ବିଭିନ୍ନ ପ୍ରକାରର କୋଷ ମିଳିଥାଏ
Translation in other languages :
Part of an organism consisting of an aggregate of cells having a similar structure and function.
tissueMeaning : ଯେଉଁ ସ୍ଥାନରେ କୋଷ ବା ବହୁତ ଧନ ରହିଥାଏ
Example :
ଡକାୟତମାନେ ଭଣ୍ଡାରରେ ରଖାଯାଇଥିବା ସବୁ ଧନ ଚୋରେଇନେଲେ
Translation in other languages :
A storehouse for treasures.
treasure house