Meaning : କୋଟିଏ ଟଙ୍କାର ମାଲିକ
Example :
ଆଧୁନିକ ଯୁଗରେ କୋଟିପତିମାନଙ୍କର ଅଭାବ ନାହିଁ
Translation in other languages :
Meaning : ଯାହା ପାଖରେ ବହୁତ ଧନ ଅଛି
Example :
ଦିନକେଇଟାରେ ଆମ ସହରର କୋଟିପତି ଜଣକ ଭିକାରୀ ବନିଗଲେ
Translation in other languages :
Meaning : ଯାହାପାଖରେ ଅତି କମ୍ରେ କୋଟିଏ ଟଙ୍କା ଅଛି
Example :
ଶ୍ୟାମ କୋଟିପତି ହେବା ଲକ୍ଷରେ କୁଖ୍ୟାତ ଅପରାଧୀ ହୋଇଗଲା ଏହି ସଂସ୍ଥାର ସଂଚାଳନ ନିମନ୍ତେ କେତେଜଣ କୋଟିପତି ଲକ୍ଷ ଲକ୍ଷ ଟଙ୍କା ଦେଇଛନ୍ତି
Translation in other languages :
जिसके पास कम से कम एक करोड़ रुपया हो।
श्याम करोड़पति बनने के चक्कर में कुख्यात अपराधी बन गया।