Meaning : ସ୍ୱାମୀ ବା ଅନ୍ନଦାତାଙ୍କ କାର୍ଯ୍ୟ ବା ସେବା ସଚ୍ଚୋଟତାର ସହ କରୁଥିବା ଲୋକ
Example :
ସମସ୍ତ ଚାକର କୃତଜ୍ଞ ନୁହନ୍ତି
Synonyms : ସଚ୍ଚୋଟ, ସାଧୁ, ସ୍ୱାମୀଭକ୍ତ
Translation in other languages :
स्वामी या अन्नदाता का कार्य या सेवा ईमानदारी से करनेवाला।
सभी नौकर नमकहलाल नहीं होते।Meaning : ନିଜପ୍ରତି ହୋଇଥିବା ଉପକାର ମାନିବାବାଲା
Example :
ମୁଁ ଆପଣଙ୍କ ନିକଟରେ କୃତଜ୍ଞ କାରଣ ଆପଣ ମୋତେ ଜେଲ୍ ଯିବାରୁ ବଞ୍ଚେଇଦେଲେ
Translation in other languages :
Meaning : କାହାର କୃପା ବା ଉପକାରରେ ସନ୍ତୁଷ୍ଟ
Example :
ଆପାଣ ଏହି ଚାକିରୀ ଦେଇ ମୋତେ କୃତଜ୍ଞ କରିଦେଲେ
Translation in other languages :