Subscribe
URL of the page has been copied to clipboard.
Meaning : କାହାର କୃପା ବା ଉପକାରରେ ସନ୍ତୁଷ୍ଟ
Example : ଆପାଣ ଏହି ଚାକିରୀ ଦେଇ ମୋତେ କୃତଜ୍ଞ କରିଦେଲେ
Synonyms : କୃତଜ୍ଞ, କୃତାର୍ଥ
Translation in other languages :हिन्दी English
किसी की कृपा अथवा उपकार से संतुष्ट।
Feeling or showing gratitude.
Meaning : ଯେ ନିଜ କାମ ହୋଇଗଲାପରେ ପ୍ରସନ୍ନ ଏବଂ ସନ୍ତୁଷ୍ଟ ହୁଏ
Example : ଭଗବାନଙ୍କ କୃପାରୁ ଏବେ ମୋ ଜୀବନ ଧନ୍ୟ ହୋଇଗଲା
Synonyms : କୃତାର୍ଥ, ଧନ୍ୟ
Translation in other languages :हिन्दी
जो अपना काम बन जाने के कारण प्रसन्न और संतुष्ट हो।
Install App