Subscribe
URL of the page has been copied to clipboard.
Meaning : ଯେ କୂଅରେ ରହୁଥିବା ବେଙ୍ଗ ଭଳି ବହୁତ ଛୋଟ କ୍ଷେତ୍ରରେ ରହେ ଏବଂ ଯାହାର ବାହାର ଜଗତ ସମ୍ପର୍କରେ କିଛି ବି ଜ୍ଞାନ ନ ଥାଏ
Example : କୂପମଣ୍ଡୁକର ବ୍ୟକ୍ତିତ୍ୱରେ ପୂର୍ଣ୍ଣ ବିକାଶ ହୋଇପାରେ ନାହିଁ
Synonyms : କୂପମଂଡୁକ
Translation in other languages :हिन्दी
वह जो कुएँ में रहने वाले मेंढक की तरह बहुत ही छोटे क्षेत्र में रहता हो और बाहरी जगत का कुछ भी ज्ञान न रखता हो।
Meaning : କୁଅରେ ରହୁଥିବା ବେଙ୍ଗ
Example : ବର୍ଷାଦିନେ କୂଅର ଜଳସ୍ତର ଉପରକୁ ଆସିଯିବାରୁ କୂଅବେଙ୍ଗ ବାହାରକୁ ଚାଲିଆସେ
Synonyms : କୂଅବେଙ୍ଗ, କୂପମଂଡୁକ
कुएँ में रहनेवाला मेढक।
Install App