Meaning : ବଂଶରେ ସବୁଠାରୁ ଶ୍ରେଷ୍ଠ ବ୍ୟକ୍ତି
Example :
ରାମ ରଘୁବଂଶର କୁଳଭୂଷଣ ଥିଲେ
Synonyms : କୁଳଚୂଡ଼ାମଣି, କୁଳଭୂଷଣ, କୁଳଶ୍ରେଷ୍ଠ
Translation in other languages :
Meaning : ନିଜ କୁଳ, ଜାତି, ପରିବାର ଆଦିର କୀର୍ତ୍ତି, ଯଶ ବା ଶୋଭା ବଢ଼ାଉଥିବା ବ୍ୟକ୍ତି
Example :
କୁଳତିଳକ ସାରା ସମାଜପାଇଁ ପ୍ରେରକ ହୁଅନ୍ତି
Synonyms : ବଂଶଗୌରବବର୍ଦ୍ଧକ
Translation in other languages :