Meaning : ଲଙ୍କାର ରାଜା ରାବଣର ଭାଇ ଥିବା ଜଣେ ରାକ୍ଷସ
Example :
କୁମ୍ଭକର୍ଣ୍ଣ ଛଅ ମାସ ଶୋଉଥିଲା
Synonyms : କୁଂଭକର୍ଣ୍ଣ
Translation in other languages :
Meaning : କୁମ୍ଭକର୍ଣ୍ଣ ଭଳି
Example :
ମୋହନର କୁମ୍ଭକର୍ଣ୍ଣ ନିଦ କେବେ ଭାଙ୍ଗିବ ଜଣାନାହିଁ
Synonyms : କୁମ୍ଭକର୍ଣ୍ଣୀ
Translation in other languages :
कुंभकर्ण के जैसा।
मोहन की कुंभकर्णी नींद पता नहीं कब खुलेगी?