Meaning : କୌଣସି ସ୍ଥାନରେ ପହଞ୍ଚିବା ନିମନ୍ତେ ଡେଇଁବା କାମ
Example :
ସେ ଖାଈ ପାର ହେବାପାଇଁ ଡିଆଁ ମାରିଲା
Synonyms : ଡିଆଁମାରିବା, ଡେଇଁବା
Translation in other languages :
Meaning : ଏକ ସ୍ଥାନରୁ ଡେଇଁ ଅନ୍ୟ ସ୍ଥାନରେ ପହଞ୍ଚିବା
Example :
ରାସ୍ତାର ନଳା ପାରିହେବାପାଇଁ ସେ ଡେଇଁଲା
Synonyms : କୁଦା ମାରିବା, ଡେଇଁବା, ଲମ୍ଫ ଦେବା
Meaning : କୌଣସି ସ୍ଥାନର ଉପରି ଭାଗରୁ ଜୋରରେ ଡେଇଁ ଶରୀରକୁ ଅନ୍ୟ ଆଡ଼କୁ ପକାଇବା
Example :
ଛୁଆମାନେ ବାଲି ଉପରେ ଡେଉଁଛନ୍ତି
Synonyms : ଡେଇଁବା, ଲମ୍ଫପ୍ରଦାନ କରିବା
Translation in other languages :