Subscribe
URL of the page has been copied to clipboard.
Meaning : ଋଷି ଓ ମୁନିମାନଙ୍କ ରହିବା ସ୍ଥାନ
Example : ବନବାସ କରିବା ସମୟରେ ଶୀରାମ ପଞ୍ଚବଟୀରେ ନିଜ ଆଶ୍ରମ ତିଆରି କଲେ
Synonyms : ଆଶ୍ରମ
Translation in other languages :हिन्दी English
ऋषियों और मुनियों के रहने का स्थान।
The abode of a hermit.
Meaning : ଘାସ-କୁଟାର ବନାଯାଇଥିବା ଛୋଟ ଘର
Example : ରାମ ଗାଁ ବାହାରେ ରହିବାପାଇଁ ଗୋଟିଏ କୁଡ଼ିଆ ତିଆରି କରିଛି
Synonyms : କୁଡ଼ିଆ, ଝୋପଡ଼ି
घास-फूस की बनी हुई कुटी या झोपड़ी।
Small crude shelter used as a dwelling.
Install App